ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୬, ୨୦୨୩ )

ଜିକେସିଏମରେ ତ୍ରିଧାରା ସଂଗଠନ ଦ୍ୱାରା ୩୭ତମ ଶ୍ରଦ୍ଧାଞ୍ଜଳି ସମାରୋହ

 

 

ନୟାପଲ୍ଲୀ ବିଜୁ ନାଟ୍ୟ କେନ୍ଦ୍ରରେ ଶତାବ୍ଦର କଳାକାର ପକ୍ଷରୁ ପରିବେଷିତ ନାଟକ, ‘ଗେଷ୍ଟ’

 

 

ଭଞ୍ଜକଳା ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସ ଫାଉଂଡେସନ ପକ୍ଷରୁ ଗୁରୁ ଦେବପ୍ରସାଦ ଦାସଙ୍କ ୩୭ତମ ଶ୍ରାଦ୍ଧ ଉତ୍ସବ ରେ ଆୟୋଜିତ ପରିପୂର୍ଣ ନୃତ୍ୟ ଉତ୍ସବ

 

 

କଟକ ଗଡଗଡିଆ ଘାଟ ମହାନଦୀ ତଟରେ ବିଭିନ୍ନ ଶୈବ ପୀଠକୁ ଜଳ ଲାଗି ନେଇ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୧ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆର୍ଟ ଭିଜନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ‘ସଙ୍ଗମ’       କଟକ ଖ୍ରୀଷ୍ଟିଆନ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିକାଶ...

ଓଡ଼ିଶା: ଆଜିର ଫଟୋ (୧୯ ସେପ୍ଟେମ୍ବର, ୨୦୨୪)

 ଶରଧାବାଲି ଠାରେ ସରକାର ଙ୍କ ୧୦୦ ଦିନ ପୂର୍ତ୍ତି ଅବସର ରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ 

ଓଡ଼ିଶା: ଆଜିର ଫଟୋ ( ୧୮ ସେପ୍ଟେମ୍ବର, ୨୦୨୪ )

କଟକ ଚାଉଳିଆଗଞ୍ଜରେ ଅନୁଷ୍ଠିତ ଖୁଦୁରୁକୁଣୀ ଭସାଣି ଶୋଭାଯାତ୍ରା     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ‘ସାୱନ୍’ ପରିବେଷଣ

ଓଡ଼ିଶା: ଆଜିର ଫଟୋ ( ୧୭ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ଜନତା ମଇଦାନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ      କଟକ ରାଣୀହାଟ କେନାଲ ରୋଡରେ ତେଲଗୁ ସମ୍ପ୍ରଦାୟ ପକ୍ଷରୁ...

ଓଡ଼ିଶା: ଆଜିର ଫଟୋ ( ୧୫ ସେପ୍ଟେମ୍ବର, ୨୦୨୪ )

କଟକ ଦେବୀଗଡା କାଠଯୋଡ଼ି ନଦୀ ତଟଠାରେ ପ୍ରଥମ ପର୍ଯ୍ୟାୟ ଗଣେଶ ମୁର୍ମୟୀ ପ୍ରତିମା ବିସର୍ଜନ ଶୋଭାଯାତ୍ରା     ରାଜଧାନୀରେ ବର୍ଷା     ରବୀନ୍ଦ୍ର...

ଓଡ଼ିଶା: ଆଜିର ଫଟୋ ( ୧୪ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ       ଆଗକୁ ବିଶ୍ୱକର୍ମା ପୂଜା ୟୁନିଟ-୯ରେ ଜଣେ ଶିଳ୍ପୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦଉଛନ୍ତି...

ଓଡ଼ିଶା: ଆଜିର ଫଟୋ (୧୨ ସେପ୍ଟେମ୍ବର, ୨୦୨୪)

ଶରତ ଋତୁର ଆଗମନରେ ମହାନଦୀ ତଟ ପାର୍ଶ୍ୱରେ ଶୋଭା ପାଉଥିବା କାଶତଣ୍ଡୀ ଫୁଲ ମନସିଂହପାଟଣା ଅଞ୍ଚଳରେ ତାରକସି କାରିଗରଙ୍କ ନୂତନ ଚାନ୍ଦି ମେଢ଼ କାର୍ଯ୍ୟ ଚାଲିଛି

ଓଡ଼ିଶା: ଆଜିର ଫଟୋ ( ୧୧ ସେପ୍ଟେମ୍ବର, ୨୦୨୪ )

କଟକ କୁମ୍ଭାର ସାହି ଅଂଚଳରେ ବିଶ୍ୱକର୍ମାଙ୍କ ମୁର୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଳୀରେ ରୂପରେଖ ଦେଉଥିବା ଶିଳ୍ପୀ       ସୃଜନ ଦ୍ୱାରା ରବୀନ୍ଦ୍ର ମଣ୍ଡପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri