ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୬, ୨୦୨୩ )

ଜିକେସିଏମରେ ତ୍ରିଧାରା ସଂଗଠନ ଦ୍ୱାରା ୩୭ତମ ଶ୍ରଦ୍ଧାଞ୍ଜଳି ସମାରୋହ

 

 

ନୟାପଲ୍ଲୀ ବିଜୁ ନାଟ୍ୟ କେନ୍ଦ୍ରରେ ଶତାବ୍ଦର କଳାକାର ପକ୍ଷରୁ ପରିବେଷିତ ନାଟକ, ‘ଗେଷ୍ଟ’

 

 

ଭଞ୍ଜକଳା ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସ ଫାଉଂଡେସନ ପକ୍ଷରୁ ଗୁରୁ ଦେବପ୍ରସାଦ ଦାସଙ୍କ ୩୭ତମ ଶ୍ରାଦ୍ଧ ଉତ୍ସବ ରେ ଆୟୋଜିତ ପରିପୂର୍ଣ ନୃତ୍ୟ ଉତ୍ସବ

 

 

କଟକ ଗଡଗଡିଆ ଘାଟ ମହାନଦୀ ତଟରେ ବିଭିନ୍ନ ଶୈବ ପୀଠକୁ ଜଳ ଲାଗି ନେଇ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ