Type your search query and hit enter:
Homepage
ଫଟୋରେ ଖବର
Categories:
ଆଜିର ଫଟୋ
ଫଟୋରେ ଖବର
ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୭, ୨୦୨୨)
3 years ago
ଜନ୍ମାଷ୍ଟମୀ ଅବସରରେ ବଜ୍ରକବାଟି କେନାଲ ରୋଡ ସ୍ଥିତ ଦୋକାନରେ ବିକ୍ରୟ ପାଇଁ ଶ୍ରୀକୃଷ୍ଣଙ୍କ ପ୍ରତିମା ଗୁଡ଼ିକୁ ସଜ୍ଜିତ କରି ରଖୁଛନ୍ତି ବ୍ୟବସାୟୀ
ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ହାଇଟେକ ପ୍ଲାଜା ଅଞ୍ଚଳରେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ବନ୍ୟାଜଳ ବନ୍ଦୀଙ୍କୁ ଉଦ୍ଧାର କରୁଛନ୍ତି
କଟକ ସହରରେ କୃତ୍ରିମ ବନ୍ୟା: ମହାନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁ ଝର ସୃଷ୍ଟି ହୋଇ ବ୍ରଜବିହାରୀପୁର ଅଞ୍ଚଳ ଜଳମଗ୍ନ
କଟକ ଧବଳେଶ୍ୱର ଗଡା ରିଂବନ୍ଧ ରାସ୍ତା ପାର୍ଶ୍ୱରେ ପଲିଥିନ ଟାଣି ଆଶ୍ରୟ ନେଇଥିବା ବନ୍ୟା ପ୍ରଭାବିତ
କଟକ ବାଲିଯାତ୍ରା ତଳ ପଡ଼ିଆରେ ନାଶନାଲ କ୍ୟାଡେଟ କର୍ପସ (NCC) ପକ୍ଷରୁ ଅନୁଷ୍ଠିତ ‘ପୁଣିତ ସାଗର’ ଅଭିଯାନ
କଟକ ନୂଆପାଟଣାରୁ ଧବଳେଶ୍ୱର ଶୈବପୀଠକୁ ସଂଯୋଗ କରୁଥିବା ରାସ୍ତାରେ ଚାଲୁଥିବା ବନ୍ୟାଜଳରେ ସେଲ୍ଫି ନେଉଛନ୍ତି ଯୁବତୀଯୁବକ
କଟକ ଚାଷପରା ପାର୍ଶ୍ୱରେ ମହାନଦୀରେ ପ୍ରବାହିତ ବନ୍ୟାଜଳ
Subscribe to updates
Unsubscribe from updates
Share
3 years ago
Related Post
ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୨୫ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୨୩ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୨୨ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ (୨୦ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୯ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୮ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୬ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୫ ମାର୍ଚ୍ଚ, ୨୦୨୫ )
L