ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୭ , ୨୦୨୧)

ଶଟଡାଉନରେ କଟକ ସହର

 

କଟକ ଶିଖରପୁର ନିକଟ ମହାନଦୀରେ ମାଛ ଧରୁଛନ୍ତି ଧୀବର

 

ନୂଆ ରୂପରେ କଟକ ତାଳଦଣ୍ଡା କେନାଲ

 

ପୁରୀରେ ରଥର ଦକ୍ଷିଣ ମୋଡ଼ କରାଯାଉଛି

 

ଭୁବନେଶ୍ୱରର ୟୁନିଟ୍-୪ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ

 

ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ

 

ଭୁବନେଶ୍ୱର ୟୁନିଟ୍-୬ କ୍ୟାପିଟାଲ୍ ହସ୍ପିଟାଲ ନିକଟ ଆହାର କେନ୍ଦ୍ରରେ ଅପେକ୍ଷା କରିଛନ୍ତି ଲୋକମାନେ