
୩୧ତମ ଗୁରୁ ପଙ୍କଜ ଉତ୍ସବ ଏବଂ ମାହାରୀ ଆୱାର୍ଡ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ରମଣ୍ଡପରେ ଆୟୋଜିତ
ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଆୟୋଜିତ ଲାବଣ୍ୟ ନାଟ୍ୟ ମହୋତ୍ସବରେ ପ୍ରଦର୍ଶିତ ନାଟକ ‘ଶଗଡ଼ିଆ’ର ଦୃଶ୍ୟ
ଭୁବନେଶ୍ୱର ସ୍ଥିତ Regional Museum of Natural History ପରିସରରେ Climate Change Mitigation and Adaptation from Tribal Communities ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
ପୋଲିସ ଡ୍ରାଇଭରଙ୍କୁ ନ୍ୟାୟ ଦାବିରେ ଭୁବନେଶ୍ୱରସ୍ଥିତ ପିଏମଜିରେ ଧାରଣା
ସାହିତ୍ୟିକ ପଦ୍ମଶ୍ରୀ ରମାକାନ୍ତ ରଥଙ୍କୁ ପୁରୀ ସ୍ଵର୍ଗଦ୍ଵାର ପରିସରରେ ଗାର୍ଡ ଅଫ ଅନର ଦିଆଯିବା ସହ ଶବ ଦାହ କରାଯାଉଛି
ଶ୍ରୀମନ୍ଦିର ବାନାରେ ଗଣ୍ଠି ପଡ଼ିଯାଇଛି
ହେମା ମାଳିନୀଙ୍କୁ ଅଣହିନ୍ଦୁ ବୋଲି ଦାବିକରି ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ପ୍ରବେଶ ପ୍ରତିବାଦରେ ସିଂହଦ୍ୱାର ଥାନା ସମ୍ମୁଖରେ ବିକ୍ଷୋଭ ସହ ପ୍ରଶାସନ ବିରୁଦ୍ଧରେ ଏତଲା ଦିଆଯାଉଛି
ଆଉଟସୋର୍ସିଙ୍ଗ ପ୍ରଥା ଉଚ୍ଛେଦ ଦାବିରେ ପୁରୀ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ କଳା ବ୍ୟାଚ ପିନ୍ଧି ଧାରଣା ଦେଇଛନ୍ତି ମେଡିକାଲ କର୍ମଚାରୀ
ହୋଲି ପରେ ମାରୱାଡି ମହିଳାଙ୍କ ଦ୍ୱାରା ହେବାକୁଥିବା ପାରମ୍ପରିକ ଗାଁ ଗୌର ପୂଜା ପାଇଁ କଟକ ନୟାସଡ଼କ ଅଞ୍ଚଳରେ ବିକ୍ରୟ ପାଇଁ ମୂର୍ତ୍ତି ଗୁଡିକୁ ସଜାଇ ରଖୁଛନ୍ତି ବ୍ୟବସାୟୀ
କଟକ ବାରବାଟୀ ଷ୍ଟାଡିଅମ ରାସ୍ତା ପାର୍ଶ୍ୱରେ ଟେରାକୋଟାରେ ନିର୍ମିତ ପାଣି ମାଠିଆ ଗୁଡିକୁ ବିକ୍ରୟ ପାଇଁ ରଖୁଛନ୍ତି ବ୍ୟବସାୟୀ
କଟକ ଯୋବ୍ରା ଆନିକଟ ମହାନଦୀ ତଟ ପାର୍ଶ୍ୱରେ ପଡ଼ିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା