ଓଡ଼ିଶା: ଆଜିର ଫଟୋ ( ମେ ୧୭, ୨୦୨୩ )
ଲାଞ୍ଜିପଲ୍ଲି ମା’ ତାରା ଦେବୀ ଯାତ୍ରାରେ ଦଶମ ଦିନରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ସହ ମା’ଙ୍କ ଘଟ ପରିକ୍ରମା
କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖୀ ଏବଂ ଜି -୨୦ ପ୍ରତିନିଧୀମାନେ ଖଣ୍ଡଗିରି ନିକଟ ଗାନ୍ଧୀ ଶାନ୍ତି କେନ୍ଦ୍ର ପରିଦର୍ଶନ କରୁଛନ୍ତି