ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୮, ୨୦୨୨)

କଟକ ଫିରିଙ୍ଗି ବଜ଼ାରରେ ପଗଡ଼ି ତିଆରି କରୁଛନ୍ତି ମହିଳା

 

ଭୁବନେଶ୍ୱର ୟୁନିଟ-୯ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ପାର୍ଶ୍ୱରେ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି ଚାଲିଛି

 

କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ୟୁନିଟ-୧ ସ୍ଥିତ ହାଟକୁ ମଦର୍ସ ପବ୍ଲିକ ସ୍କୁଲ ପଡିଆକୁ ସ୍ଥାନାନ୍ତରଣ ଲାଗି ନିର୍ମିତ ଚାଳିଆ