ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୮, ୨୦୨୧)

କଟକ ନୂଆପାଟଣା ରାସ୍ତା ପାର୍ଶ୍ୱରେ କାଶତଣ୍ଡୀର ସମ୍ଭାର

 

କଟକ ଯୋବ୍ରା ଆନିକଟରେ ପ୍ରବାହିତ ବନ୍ୟାଜଳ ଦେଖିବାକୁ ଭିଡ଼

 

ଭୁବନେଶ୍ୱରସ୍ଥିତ ‘ଦି ପ୍ରେସ କ୍ଲବ ଅଫ ଓଡିଶା’ଠାରେ ଧରିତ୍ରୀ ରାଖୀ ବାର୍ତ୍ତା ପ୍ରତିଯୋଗିତା ‘ଅତୁଟ ବନ୍ଧନ’ର ପୁରସ୍କାର ବିତରଣ ସମାରୋହ