ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୯, ୨୦୨୧)

କଟକ ସିଡିଏ ମଧୁସୂଦନ ସେତୁ ମହାନଦୀ ପାର୍ଶ୍ୱସ୍ଥ ପଠାରେ ଲାଗିଥିବା ନିଆଁ, ଏହା ଫଳରେ ପଠାରେ ଥିବା ଏକ ଥୁଣ୍ଟା ଗଛ ଡାଳରେ ପକ୍ଷୀମାନେ ଆଶ୍ରୟ ନେଇଛନ୍ତି

 

ରାଜଧାନୀରେ ପ୍ରବଳ ଖରା ଓ ଶୋଷ ଯୋଗୁଁ ଲୋକମାନେ ତରଭୁଜ ଖାଉଛନ୍ତି

 

କଟକ ଦୋଳମୁଣ୍ଡାଇ ରାସ୍ତା ପାର୍ଶ୍ୱରେ ବିକ୍ରୟ ପାଇଁ ଟୋପି ଗୁଡିକୁ ସଜାଡୁଛନ୍ତି ବ୍ୟବସାୟୀ

 

ରାଜଧାନୀରେ ପ୍ରବଳ ଖରା ଯୋଗୁଁ ଛାତ୍ରୀମାନେ ମୁହଁରେ ଓଢଣୀ ଓ ହାତରେ ଛତା ଧରି ଯାଉଛନ୍ତି