ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧ , ୨୦୨୩ )

ରାଜଧାନୀରେ ପ୍ରବଳ ବର୍ଷା

 

ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ରାସ୍ତା ବୁଡି ଆଣ୍ଠିଏ ପାଣି

ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର କେନାଲ ରୋଡ଼ ବ୍ରିଜ ଉପରେ ଅଳିଆ ସଫା ନ ହୋଇ ଗଦା ହୋଇ ରହିଛି

କଟକ ସ୍ଥିତ ରେଭେନଶା କଲେଜରେ +୨ ନବାଗତଙ୍କ ପାଇଁ ଅନୁଷ୍ଠିତ ସ୍ୱାଗତ ଉତ୍ସବ

କଟକ ସ୍ଥିତ ଶୈଳବାଳା କଲେଜରେ +୨ ନବାଗତଙ୍କ ପାଇଁ ସ୍ୱାଗତ ଉତ୍ସବ ଅନୁଷ୍ଠିତ