ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧, ୨୦୨୧)

ମହାନଦୀର କଟକ ଜୋବ୍ରା ଆନିକଟରେ ପକ୍ଷୀଙ୍କ ସମ୍ଭାର

 

କଟକ ରାଣୀହାଟ ପୋଲ ଫୁଟପାଥ ଉପରେ ମାର୍ଗଶିର ମାଣବସା ଗୁରୁବାର ପାଇଁ ପୂଜା ସାମଗ୍ରୀ କିଣୁଛନ୍ତି ମହିଳା

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଜର୍ମାନୀ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚ୍: ଜର୍ମାନୀ ୩-୧ଗୋଲରେ ବିଜୟୀ

 

ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚ୍: ଆର୍ଜେଣ୍ଟିନା ୨-୧ଗୋଲରେ ବିଜୟୀ

 

ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଫ୍ରାନ୍ସ ଓ ମାଲେସିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ : ଫ୍ରାନ୍ସ ୪-୦ ଗୋଲରେ ବିଜୟୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩ ନଭେମ୍ବର, ୨୦୨୪ )

କଟକରେ କାଳୀ ମେଢ଼ ଭସାଣି ଶୋଭାଯାତ୍ରା     ଭୁବନେଶ୍ୱରର ଏକ ଚାଷ ଜମିରେ ଲୋକମାନେ କାମ କରୁଛନ୍ତି     ଭୁବନେଶ୍ୱର ଭଞ୍ଜ କଳା...

ଓଡ଼ିଶା: ଆଜିର ଫଟୋ ( ୨ ନଭେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ସଂରଚନା ପକ୍ଷରୁ ନୃତ୍ୟ ଉତ୍ସବ       କଟକ ମେହେନ୍ଦିପୀର ଅଂଚଳରେ ବିହାରୀ ସମ୍ପ୍ରଦାୟ ମହିଳାଙ୍କ ଦ୍ୱାରା ଅନୁଷ୍ଠିତ ଗିରି ଗୋବର୍ଦ୍ଧନ...

ଓଡ଼ିଶା: ଆଜିର ଫଟୋ ( ୩୧ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ସତ୍ୟନଗର ଠାରେ ମା କାଳୀଙ୍କ ପୂଜା ଭକ୍ତଙ୍କ ଭିଡ ଲାଗିରହିଛି ଖାନଗର ଦକ୍ଷିଣ କାଳୀ ମନ୍ଦିରରେ ପୂଜାର୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି

ଓଡ଼ିଶା: ଆଜିର ଫଟୋ ( ୩୦ ଅକ୍ଟୋବର, ୨୦୨୪ )

ବାଲୁକା କଳାରେ ଦିୱାଲୀ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ       କଟକ ପୁରୀଘାଟ ଦେବୀଗଡା ଠାରେ ଖୋଲିଥିବା ଅସ୍ଥାୟୀ ବାଣ...

ଓଡ଼ିଶା: ଆଜିର ଫଟୋ ( ୨୯ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱରରେ ସୁନା ଦୋକାନରେ ଧନତେରାସ ପାଇଁ ଗହଳି       ଭୁବନେଶ୍ୱର ରାଜଭବନ ଛକରେ ରାଜ୍ୟସ୍ତରୀୟ ସଚେତନତା ରାଲି ଓ ପଥ ଉତ୍ସବ  ...

ଓଡ଼ିଶା: ଆଜିର ଫଟୋ ( ୨୭ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଆରାଧନା ପକ୍ଷରୁ ପେଣ୍ଟିଙ୍ଗ ପ୍ରତିଯୋଗିତାରେ ପିଲାମାନେ ପେଣ୍ଟିଙ୍ଗ କରୁଛନ୍ତି     ଲୋହିଆ ଏକାଡ଼େମୀରେ ଫୁଲ ଉପରେ ପ୍ରଜାପତି ବସିଛି...

ଓଡ଼ିଶା: ଆଜିର ଫଟୋ ( ୨୬ ଅକ୍ଟୋବର, ୨୦୨୪ )

ଆଗକୁ ଆସୁଛି ଦୀପାବଳି, କଟକ ଖାନ ନଗର ଅଂଚଳରେ ଚିନି ସିରାରେ ପାରମ୍ପରିକ ମିଠା ପ୍ରସ୍ତୁତ କରୁଥିବା ପରିବାର     ଏଡିଟର୍ସ ଗିଲ୍ଡ ଅଫ୍‌...

ଓଡ଼ିଶା: ଆଜିର ଫଟୋ (୨୫ ଅକ୍ଟୋବର, ୨୦୨୪ )

କଟକ ଶେଖବଜାର ପୂଜାମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ପ୍ରତିମା ଗଢ଼ିବାରେ ନିମଗ୍ନ ଶିଳ୍ପୀ ବାତ୍ୟା ପରେ କଟକ ସହରର ବିଭିନ୍ନ ରାସ୍ତାଘାଟ ଶୂନଶାନ    ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri