ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧, ୨୦୨୩ )

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଉତ୍କଳ ନୃତ୍ୟ ଏବଂ ଅନୁସନ୍ଧାନ ଏକାଡେମୀ ଦ୍ୱାରା ୨୦ ତମ କୁମାର ଉତ୍ସବ

 

 

ଶପଥ ଗ୍ରହଣ ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି ମହାମାନ୍ୟ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ

 

 

ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ କ୍ୟାମ୍ପସଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ କଳା ଓ ଓଡ଼ିଶା ମିଲେଟ୍ ମିଶନ କାର୍ଯ୍ୟକ୍ରମ