ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୦, ୨୦୨୧)

ଭୁବନେଶ୍ୱରରେ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା

 

ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଅପେକ୍ଷାରେ କଟକ ରେଳଷ୍ଟେସନରେ ଲୋକଙ୍କ ଗହଳି

 

ଭୁବନେଶ୍ୱର ୟୁନିଟ-୩ରେ ଚୈତ୍ର ମାସ ଚତୁର୍ଥ ମଙ୍ଗଳବାରରେ ମହିଳାଙ୍କ ପୂଜାର୍ଚ୍ଚନା

 

 

କଟକ ରେଳଷ୍ଟେସନରେ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କଠାରୁ କୋଭିଡ ପରୀକ୍ଷା ପାଇଁ ନମୁନା ସଂଗ୍ରହ