ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୦, ୨୦୨୨)

ଭୁବନେଶ୍ୱର ସୂଚନାଭବନରେ ବୈଶାଖୀ ଉତ୍ସବର ଉଦଯାପନ ଅବସରରେ ଶୀଜଗନ୍ନାଥଙ୍କ ହୋଲି ପହଣ୍ଡି ଓ ଓଡ଼ିଆ ନବବର୍ଷ ପାଳିତ

 

ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀଙ୍କୁ ଭୁବନେଶ୍ୱର ସୂଚନାଭବନରେ ‘ଚିନ୍ତା ଓ ଚେତନା’ ପକ୍ଷରୁ  ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ‘ଜାତୀୟ ନୀଳଚକ୍ର’ ସମ୍ମାନରେ ସମ୍ମାନିତ କରୁଛନ୍ତି

 

ଭୁବନେଶ୍ୱର ସଚିବାଳୟ ମାର୍ଗରେ ଅଳିଆ ଆବର୍ଜନାକୁ ଖୋଲା ଅବସ୍ଥାରେ ନେଇ ଯାଉଥିବା ବିଏମସି ଗାଡ଼ିରୁ ଅଳିଆ ବିଛାଡ଼ି  ହୋଇ ରାସ୍ତାରେ ପଡ଼ିଛି

 

ଭୁବନେଶ୍ୱରରେ ବିଏମସି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିରକୁ ଭଙ୍ଗା ଯାଉଛି

 

କଟକ ନୟାସଡ଼କ  ରାସ୍ତା ପାର୍ଶ୍ୱ ଜଳଛତ୍ର କେନ୍ଦ୍ରରୁ ଦହିପାଣି ପିଉଛନ୍ତି ଛାତ୍ରୀଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୨ ନଭେମ୍ବର, ୨୦୨୪ )

ଜଣେ ମାଛଧରାଳୀ ଜାଲଦ୍ୱାରା ମହାନଦୀରେ ମାଛଧରୁଛନ୍ତି ଭୁବନେଶ୍ୱରର ବମିଖାଲ ସହିଦନଗର ଓଭର ବ୍ରିଜ ନିକଟରେ ପ୍ରବଳ ଟ୍ରାଫିକ ଜାମ ବାଲିଯାତ୍ରା ତଳ ପଡିଆରେ ଖୋଲିଥିବା ରାଜ୍ୟ...

ଓଡ଼ିଶା: ଆଜିର ଫଟୋ ( ୨୧ ନଭେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ I&PR ବିଭାଗ ଦ୍ୱାରା ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ       ପୁରୀ ଶରଧାବାଲି...

ଓଡ଼ିଶା: ଆଜିର ଫଟୋ ( ୧୮ ନଭେମ୍ବର, ୨୦୨୪ )

ପୁରୀରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ପୁରସ୍କୃତ ଖେଳାଳିମାନେ     ୩ ଦଫା ଦାବିରେ ଓଡିଶା ହାଇସ୍କୁଲ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ପିଏମଜିରେ...

ଓଡ଼ିଶା: ଆଜିର ଫଟୋ ( ୧୭ ନଭେମ୍ବର, ୨୦୨୪ )

ଭୁବନେଶ୍ୱରରେ ଛାଡ଼ଖାଇ ପାଇଁ ବିଭିର୍ନ ଆମିଷ ହାଟ ମାନଙ୍କରେ ଲୋକଙ୍କ ଭିଡ଼     ଛାଡ଼ଖାଇ ଅବସରରେ ବ୍ରହ୍ମପୁରର ବିଭିନ୍ନ ମାଛ ଓ ମାଂସ ବଜାରରେ...

ଓଡ଼ିଶା: ଆଜିର ଫଟୋ ( ୧୬ ନଭେମ୍ବର, ୨୦୨୪ )

କଟକ ବାଲିଯାତ୍ରା ତଳ ପଡିଆ ମହାନଦୀ ତଟ ଠାରେ ପ୍ରଦର୍ଶିତ ଲେଜର୍ ଲାଇଟ୍ ସୋ       ବାଲିଯାତ୍ରା ତଳ ପଡିଆରେ ଲୋକଙ୍କ ଗହଳି

ଓଡ଼ିଶା: ଆଜିର ଫଟୋ ( ୧୫ ନଭେମ୍ବର, ୨୦୨୪ )

କାର୍ତିକ ପୁର୍ଣିମାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି

ଓଡ଼ିଶା: ଆଜିର ଫଟୋ ( ୧୪ ନଭେମ୍ବର, ୨୦୨୪ )

ବାଲିଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ସ୍ଟୁୱାର୍ଟ ସ୍କୁଲରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିନ୍ଦୁସାଗରରେ ବଡଡଙ୍ଗା ଭସାଇବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୪ )

ପବିତ୍ର ବଡ ଓଷା ଅବସରରେ ଧବଳେଶ୍ୱର ଶୈବ ପୀଠରେ ଧବଳେଶ୍ୱରଙ୍କ ବଡ ସିଂହାର ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ। ସେତୁରେ ଯା ଆସ ଫଳରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri