ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୦, ୨୦୨୧)

ବିଶ୍ୱ ପଖାଳ ଦିବସ ପାଳନ ଅବସରରେ କଟକ ମହାନଦୀ ବିହାର ଅଞ୍ଚଳର ଶିଳ୍ପୀ ହିମାଂଶୁ ଶେଖର ପରିଡାଙ୍କ ଦ୍ୱାରା କାଠ ଓ ପଥରରେ ପ୍ରସ୍ତୁତ ହୋଇଥିବା କଳାକୃତି

 

ହୋଟେଲ ସ୍ବସ୍ତି ପ୍ରିମିୟମରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ପକ୍ଷରୁ ଆୟୋଜିତ ‘ବିଜନେସ୍ ଏମିନେନ୍ସ ଆୱାର୍ଡ୍ସ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀ ତଥା ପର୍ଯ୍ୟଟକ ବିଭାଗ ସଚିବ ବିଶାଲ ଦେବଙ୍କ ଉଦ୍‌ବୋଧନ