ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୧, ୨୦୨୧)

ଶ୍ରୀରାମନବମୀ ଅବସରରେ କଟକ ରାମନିଗମେଶ୍ୱର ମନ୍ଦିର ବାହାରେ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ

 

ଶ୍ରୀରାମନବମୀ ଅବସରରେ ଭୁବନେଶ୍ୱର ରାମ ମନ୍ଦିର ବାହାରେ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ

 

ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା: ଭୁବନେଶ୍ୱର ମାଉସୀମା ମନ୍ଦିରରେ ପହଞ୍ଚିଲା ରଥ

 

ଭୁବନେଶ୍ୱର ବିନ୍ଦୁସାଗରରେ ଖେଳୁଛନ୍ତି ପିଲାମାନେ