ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୧, ୨୦୨୧)

କଟକ ତାଳଦଣ୍ଡା କେନାଲ ରାସ୍ତା ପାର୍ଶ୍ୱରେ ବାଉଁଶ ଉପକରଣ ପ୍ରସ୍ତୁତ କରୁଛନ୍ତି ମହିଳା

 

କଟକ ବାଦାମବାଡ଼ି ରାସ୍ତାରେ ବିକ୍ରି ଲାଗି ଫଳ ବୋଝେଇ ଟ୍ରଲି ନେଇ ଯାଉଛନ୍ତି ମହିଳା

 

 

କଟକ ଛତ୍ରବଜାରରେ ଟ୍ରକରୁ ନଡ଼ିଆ ଖଲାସ ହେଉଛି

 

ସପ୍ତାହାନ୍ତ ଶଟଡାଉନରେ ଭୁବନେଶ୍ୱର

 

ଭୁବନେଶ୍ୱର ସହିଦ ନଗରରେ ଚାଲିଛି ଡ୍ରେନ ସଫେଇ କାର୍ଯ୍ୟ