ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୧, ୨୦୨୦)

ଭୁବନେଶ୍ୱରରେ ଲକଡାଉନ

 

କଟକ ଜୋବ୍ରାରେ ଏକ ପାର୍କରେ ଶୋଭା ବଢ଼ାଉଛି ଶିବ ଲିଙ୍ଗ ଆକୃତିର ଗଛ

 

କଟକ ପ୍ରସିଦ୍ଧ ଦହିବରା, ଆଳୁଦମକୁ ନେଇ ଓଏମପି ଛକରେ ପ୍ରସ୍ତୁତ ଚିତ୍ରକଳା

 

ମହାନଦୀ ବ୍ରିଜ ଉପରେ ଥିବା ଷ୍ଟ୍ରିଟଲାଇଟ ଗୁଡିକୁ ମରାମତି କରାଯାଉଛି

 

ମାଛ ଧରିବା ଲାଗି  ଜଣେ ବ୍ୟକ୍ତି କୁଆଖାଇ ନଦୀରେ ଜାଲ ପକାଉଛନ୍ତି