ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୧, ୨୦୨୧)

କାର୍ତ୍ତିକ ବ୍ରତ ଅବସରରେ ଶ୍ରୀକ୍ଷେତ୍ରରେ ବ୍ରତଧାରୀମାନେ ରାଇଦାମୋଦର ପୁଜା କରୁଛନ୍ତି

 

କଟକସ୍ଥିତ ନେଟାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଛାତ୍ରୀଛାତ୍ର ଫଟୋଚିତ୍ର ପ୍ରଦର୍ଶନୀ ଦେଖୁଛନ୍ତି

 

ଭୁବନେଶ୍ୱରର ଏକ ହୋଟେଲରେ ରାଜସ୍ଥାନୀ ଖାଦ୍ୟର ଆସର

 

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ‘ଆଜାଦ୍ ହିନ୍ଦ୍ ଫୌଜ’ର ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ନାଟକ