ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୨, ୨୦୨୦)

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଣେଶ ପୂଜା

 

ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ ଯୋଗୁଁ ରାସ୍ତାଘାଟ ଶୂନଶାନ

 

ଭୁବନେଶ୍ୱର ଝାରପଡାରେ ଅଗ୍ନିଶମ ବିଭାଗ ତରଫରୁ ବିଶୋଧକ ସିଞ୍ଚନ

ଭୁବନେଶ୍ୱର ରେଳଷ୍ଟେଶନରେ ଯାତ୍ରୀ

କଟକ ପାଲାମଣ୍ଡପ ରାସ୍ତା ପାର୍ଶ୍ଵରେ ପାରାଙ୍କୁ ଖାଇବାକୁ ଦେଉଛନ୍ତି ଯୁବକ

 

କଟକରେ ଶଟଡାଉନ ପ୍ରଭାବ

 

ସାନ୍ଧ୍ୟକାଳରେ ଶ୍ରୀମନ୍ଦିର