ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୨, ୨୦୨୨ )

ଏସବିଆଇ ମୁଖ୍ୟ ଶାଖାରେ ଶିଳ୍ପୀ ସୁବଳ ମହାରଣା ବାଲୁକା କଳାରେ ନୂତନ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି

 

ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭାରତର ରାଷ୍ଟ୍ରପତି ନିର୍ବାଚନ ବିଜୟର ଖୁସି ମନାଉଛନ୍ତି

 

ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ଭୁବନେଶ୍ୱର ବିଜେଇଏମ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ଖୁସି ମନାଉଛନ୍ତି

 

କଟକ ଗଡଗଡିଆ ଘାଟରେ ନୂତନ ଦମକଳ ଗୁଡିକର ଶୁଭାରମ୍ଭ କରାଯାଉଛି

 

କଟକ ସିଡିଏସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀଛାତ୍ର ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ଖୁସି ମନାଉଛନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୨ ସେପ୍ଟେମ୍ବର, ୨୦୨୪)

ପିତୃପକ୍ଷରେ ବିନ୍ଦୁସାଗରରେ ଲୋକମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ ( ୨୧ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆର୍ଟ ଭିଜନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ‘ସଙ୍ଗମ’       କଟକ ଖ୍ରୀଷ୍ଟିଆନ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିକାଶ...

ଓଡ଼ିଶା: ଆଜିର ଫଟୋ (୧୯ ସେପ୍ଟେମ୍ବର, ୨୦୨୪)

 ଶରଧାବାଲି ଠାରେ ସରକାର ଙ୍କ ୧୦୦ ଦିନ ପୂର୍ତ୍ତି ଅବସର ରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ 

ଓଡ଼ିଶା: ଆଜିର ଫଟୋ ( ୧୮ ସେପ୍ଟେମ୍ବର, ୨୦୨୪ )

କଟକ ଚାଉଳିଆଗଞ୍ଜରେ ଅନୁଷ୍ଠିତ ଖୁଦୁରୁକୁଣୀ ଭସାଣି ଶୋଭାଯାତ୍ରା     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ‘ସାୱନ୍’ ପରିବେଷଣ

ଓଡ଼ିଶା: ଆଜିର ଫଟୋ ( ୧୭ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ଜନତା ମଇଦାନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ      କଟକ ରାଣୀହାଟ କେନାଲ ରୋଡରେ ତେଲଗୁ ସମ୍ପ୍ରଦାୟ ପକ୍ଷରୁ...

ଓଡ଼ିଶା: ଆଜିର ଫଟୋ ( ୧୫ ସେପ୍ଟେମ୍ବର, ୨୦୨୪ )

କଟକ ଦେବୀଗଡା କାଠଯୋଡ଼ି ନଦୀ ତଟଠାରେ ପ୍ରଥମ ପର୍ଯ୍ୟାୟ ଗଣେଶ ମୁର୍ମୟୀ ପ୍ରତିମା ବିସର୍ଜନ ଶୋଭାଯାତ୍ରା     ରାଜଧାନୀରେ ବର୍ଷା     ରବୀନ୍ଦ୍ର...

ଓଡ଼ିଶା: ଆଜିର ଫଟୋ ( ୧୪ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ       ଆଗକୁ ବିଶ୍ୱକର୍ମା ପୂଜା ୟୁନିଟ-୯ରେ ଜଣେ ଶିଳ୍ପୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦଉଛନ୍ତି...

ଓଡ଼ିଶା: ଆଜିର ଫଟୋ (୧୨ ସେପ୍ଟେମ୍ବର, ୨୦୨୪)

ଶରତ ଋତୁର ଆଗମନରେ ମହାନଦୀ ତଟ ପାର୍ଶ୍ୱରେ ଶୋଭା ପାଉଥିବା କାଶତଣ୍ଡୀ ଫୁଲ ମନସିଂହପାଟଣା ଅଞ୍ଚଳରେ ତାରକସି କାରିଗରଙ୍କ ନୂତନ ଚାନ୍ଦି ମେଢ଼ କାର୍ଯ୍ୟ ଚାଲିଛି

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri