Type your search query and hit enter:
Homepage
ଫଟୋରେ ଖବର
Categories:
ଆଜିର ଫଟୋ
ଫଟୋରେ ଖବର
ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୨, ୨୦୨୨ )
3 years ago
ଭୁବନେଶ୍ୱରରେ ମୌସୁମୀଜନିତ ଲଗାଣ ବର୍ଷା
ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା ପ୍ରଜା ସଂଘର୍ଷ ସମିତି ପକ୍ଷରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା କୀର୍ତ୍ତନ କଳାକାରଙ୍କ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ଦେବରାୟ କଲେଜରେ ପ୍ରେରଣା ପକ୍ଷରୁ ବୃକ୍ଷରୋପଣ
କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ବ୍ୟାଡମିଣ୍ଟନ କୋଚିଂ ଓ ଟ୍ରେନିଂ ସେଣ୍ଟର ପକ୍ଷରୁ ଅନୁଷ୍ଠିତ କଟକ ଜିଲା ବ୍ୟାଡମିଣ୍ଟନ ରାଙ୍କିଙ୍ଗ ଚାମ୍ପିଅନଶିପରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନେ
କଟକ ରେଭେନଶା ବିଶ୍ଵବିଦ୍ୟାଳୟରେ ଆୟୋଜିତ ମାନସିକ ସ୍ୱାସ୍ଥ୍ୟ ସେମିନାରରେ ପ୍ରଫେସର ଯଶୋବନ୍ତ ମହାପାତ୍ର ବକ୍ତବ୍ୟ ରଖୁଛନ୍ତି
Subscribe to updates
Unsubscribe from updates
Share
3 years ago
Related Post
ଓଡ଼ିଶା: ଆଜିର ଫଟୋ ( ୧୮ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୬ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୫ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୨ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୧ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୦ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ (୯ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୮ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୫ ମାର୍ଚ୍ଚ, ୨୦୨୫ )
L