ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୨, ୨୦୨୩ )

କଟକ ବାଲିଯାତ୍ରା ତଳ ପଡିଆ କଟକ ଏନ୍ କଟକ ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ଗଛ ଗୁଡିକୁ ଚିତ୍ରିତ କରାଯାଉଛି

 

 

ଶ୍ରୀମନ୍ଦିରରେ ନାହିଁ ଭକ୍ତଙ୍କ ଭିଡ଼ ବାରିକେଡ ଖାଲି ପଡ଼ିଛି

 

 

ପୁରୀ ପୋଲିସ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

 

 

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କାର୍ଯ୍ୟକ୍ରମକୁ ପୁରୀ ଠାରେ ଉଦଘାଟନ କରାଯାଉଛି

 

 

କଟକ ବାଲିଯାତ୍ରା ତଳ ପଡିଆରେ ବିଭିନ୍ନ ଦୋଳି ପାଇଁ ପ୍ରସ୍ତୁତି ଚାଲିଛି