ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୩, ୨୦୨୧)

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀ ତଟକୁ ବାସନ୍ତୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାକୁ ବିସର୍ଜନ ପାଇଁ ନିଆଯାଉଛି

 

ଲୋକେ ବିପଦଜନକ ଭାବରେ ଟ୍ରେନ ଆସିବା ପୂର୍ବରୁ ଫାଟକ ଅତିକ୍ରମ କରୁଛନ୍ତି

 

କରୋନା ସଂକ୍ରମଣ ବଢ଼ୁ ଥିବାରୁ ଭୁବନେଶ୍ୱର ୟୁନିଟ ୧ ପରିବା ହାଟକୁ ୟୁନିଟ ୧ ହାଇସ୍କୁଲ ପଡିଆକୁ ଉଠାଯିବା ପାଇଁ ବ୍ୟବସ୍ଥା ଚାଲିଛି

 

ଭୁବନେଶ୍ୱର ରାଜମହଲ ଛକରେ ଏକ ଡାଲା ଅଟୋରେ ଲୋକଙ୍କ ବିପଦସଂକୁଳ ଯାତ୍ରା