ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୩, ୨୦୨୩ )

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳତା ପରେ ଖୁସିର ବାତାବରଣ

 

 

ଭୁବନେଶ୍ୱର ଲୋୟର ପିଏମଜିରେ ବନ୍ଦେମାତରଂ ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରଯାନ-୩ର ଏକ କଳାକୃତି ପ୍ରଦର୍ଶନ

 

 

କଟକ ସିଏମସି ଅଫିସ ସମ୍ମୁଖରେ ଡେଙ୍ଗୁ ନିରାକରଣ ଦାବି ନେଇ SUCI(C) ପକ୍ଷରୁ ଧାରଣା

 

 

ଭୁବନେଶ୍ୱର ଲୋୟର ପିଏମଜିରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଧାରଣା