ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୪, ୨୦୨୧)

ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ

 

ପ୍ରାତଃଭ୍ରମଣ ଲାଗି ଶଟଡାଉନ କୋହଳ: ଭୁବନେଶ୍ୱରରେ ଲୋକମାନେ ପ୍ରାତଃ ଭ୍ରମଣ କରୁଛନ୍ତି

 

ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଛି

 

ଭୁବନେଶ୍ୱର ରାମମନ୍ଦିର ପାର୍ଶ୍ୱ ଏକ ପାଣିକୁଣ୍ଡରୁ ପାଣି ପିଉଛନ୍ତି ପାରା

 

ବ୍ରହ୍ମପୁରରେ ସପ୍ତାହାନ୍ତ ଶଟଡାଉନ

 

କଟକରେ ସପ୍ତାହାନ୍ତ ଶଟଡାଉନ