ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୪, ୨୦୨୧)

ଦୋଳ ମେଳଣ ଲାଗି  କାଗଜରେ କେଳା କେଳୁଣୀ ଓ ରାଜା ରାଣୀ ପ୍ରସ୍ତୁତିରେ ବ୍ୟସ୍ତ କଟକର ଶିଳ୍ପୀ

 

ବାତ୍ସଲ୍ୟ ମମତା: କଟକ ଡଗରପଡ଼ାରେ ବିଲେଇକୁ ସ୍ତନ୍ୟପାନ କରାଉଛି କୁକୁର

 

କଟକ ନୂଆବଜାର ତାଳଦଣ୍ଡା କେନାଲ ରାସ୍ତା ପାର୍ଶ୍ଵ ବସ୍ତି ଉଚ୍ଛେଦ ହେଉଥିବାରୁ ନିଜ ପରିବାର ସହ ଟ୍ରଲିରେ ଆସବାବ ପତ୍ର ନେଇ ଯାଉଛନ୍ତି ବାସିନ୍ଦା

 

କଟକ ଛତ୍ରବଜାର ପାର୍ଶ୍ଵ ତାଳଦଣ୍ଡା କେନାଲରେ ମାଛ ଧରୁଛନ୍ତି ଯୁବକ

 

କଟକ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ ଲାଗି ରାଣୀହାଟ କେନାଲ ରାସ୍ତା ଓ ଛତ୍ରବଜାର ଅଞ୍ଚଳରେ ସିଏମସି ପକ୍ଷରୁ ଉଛେଦ

 

କୋଭିଡ ନିୟମକୁ ଫୁ :  ଭୁବନେଶ୍ୱର ମାର୍କେଟ ବିଲଡିଂ

 

ଭୁବନେଶ୍ୱର ରେଳ ଷ୍ଟେସନ: ନାହିଁ  ସାମାଜିକ ଦୂରତ୍ୱ