ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୬, ୨୦୨୩ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ଦ୍ୱାରା ୪୬ତମ ବର୍ଷା ଉତ୍ସବ

 

 

ଭୁବନେଶ୍ୱର ସହିଦ ନଗରରେ ଝିଅ ମାନେ ରାଖୀ ପୂର୍ଣ୍ଣିମା ପାଇଁ ରାଖୀ କିଣୁଛନ୍ତି

 

 

କଟକ କଳା ବିକାଶ କେନ୍ଦ୍ର ଅଡିଟୋରିୟମରେ ଶ୍ରଦ୍ଧାଞ୍ଜଳି କ୍ଲବ ପକ୍ଷ୍ୟରୁ ବାର୍ଷିକ ନାଟକ ଉତ୍ସବରେ ପରିବେଷିତ ନାଟକ, ‘ନିଷ୍ପତି’ର ଦୃଶ୍ୟ