ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୬, ୨୦୨୩ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବରେ ଶିଳ୍ପୀ ଆଶୁତୋଷ ପରିଡା ଓ ଚିନ୍ମୟ ସାହୁ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି

 

 

ପୁରୀ ଜଗନ୍ନାଥ ମନ୍ଦିର ସେବାୟତମାନେ ଶ୍ରୀମନ୍ଦିର ହେରିଟେଜ୍ କରିଡର ପ୍ରକଳ୍ପର ଉଦଘାଟନ ପାଇଁ ଭଗବାନ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର ଆସିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୯ ଫେବୃଆରୀ, ୨୦୨୫ )

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଖେଳାଯାଉଥିବା FIH Hockey Pro Leagueରେ ସ୍ପେନ ବିପକ୍ଷରେ ଇଂଲଣ୍ଡ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଖେଳାଯାଉଥିବା FIH Hockey Pro Leagueରେ...

ଓଡ଼ିଶା: ଆଜିର ଫଟୋ ( ୧୮ ଫେବୃଆରୀ, ୨୦୨୫ )

ଭୁବନେଶ୍ୱର ସୂଚନା ଭବନରେ ମୋକ୍ଷ ପକ୍ଷରୁ ୧୫ତମ ଯୁଗଳବନ୍ଦୀ ଓଡିଶୀ ନୃତ୍ୟ     କଳିଙ୍ଗ ଷ୍ଟାଡିୟମରେ FIH ହକି ପ୍ରୋ ଲିଗ୍ : ଇଂଲଣ୍ଡ...

ଓଡ଼ିଶା: ଆଜିର ଫଟୋ ( ୧୫ ଫେବୃଆରୀ, ୨୦୨୫ )

CBSE ଦଶମ ଶ୍ରେଣୀର ପରୀକ୍ଷା ଆରମ୍ଭ     ଏଫଆଇଏଚ୍ ହକି ପ୍ରୋ ଲିଗ୍ କଳିଙ୍ଗ ଷ୍ଟାଡିୟମ: ଭାରତ ବନାମ ଇଂଲଣ୍ଡ (ମହିଳା ହକି)  ...

ଓଡ଼ିଶା: ଆଜିର ଫଟୋ ( ୧୨ ଫେବୃଆରୀ, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ କଳାକାରମାନେ ନାଟକ ‘ଦେବଦାସୀ’ ପରିବେଷଣ କରୁଛନ୍ତି       ସେଲିବ୍ରିଟି କ୍ରିକେଟ୍ ଲିଗ୍ ୨୦୨୫: ଭୁବନେଶ୍ୱରରେ ବିଧାୟକ-କମ୍-ଅଭିନେତା ସିଦ୍ଧାନ୍ତ ମହାପାତ୍ର,...

ଓଡ଼ିଶା: ଆଜିର ଫଟୋ ( ୧୧ ଫେବୃଆରୀ, ୨୦୨୫ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଛନ୍ତି       ପୁରୀ ସରକାରୀ ବାଳିକା ବିଦ୍ୟାଳୟରେ ବାର୍ଷିକ ଖେଳ ପ୍ରତିଯୋଗିତା ଆରମ୍ଭ

ଓଡ଼ିଶା: ଆଜିର ଫଟୋ ( ୧୦ ଫେବୃଆରୀ , ୨୦୨୫ )

କଟକ ରେଲ୍ୱେ ଷ୍ଟେସନ ନିକଟରେଥିବା ଦୋକାନ ଗୃହ ଗୁଡିକୁ ରେଲ୍ୱେ ପକ୍ଷ୍ୟରୁ ଉଛେଦ କରାଯାଉଛି ସିଡ଼ିଏ ଅଂଚଳ ରେ ଥିବା ଆମ୍ବ ଗଛ ରେ ବଉଳର...

ଓଡ଼ିଶା: ଆଜିର ଫଟୋ ( ୯ ଫେବୃଆରୀ, ୨୦୨୫ )

ଧଉଳି କଳିଙ୍ଗ ମହୋତ୍ସବ -୨୦୨୫ର ଦ୍ୱିତୀୟ ଦିନ       ଭୁବନେଶ୍ୱର ରାମ ମନ୍ଦିରରେ NGO ‘ପ୍ରୟାସ’ ଦ୍ୱାରା ଆୟୋଜିତ ସାମୂହିକ ବିବାହ କାର୍ଯ୍ୟକ୍ରମ

ଓଡ଼ିଶା: ଆଜିର ଫଟୋ ( ୬ ଫେବୃଆରୀ, ୨୦୨୫ )

ପୁରୀ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ପାରାଗ୍ଲାଇଡିଂ ପାଇଁ ପରୀକ୍ଷଣ ଉଡ଼ାଣ ଚାଲିଛି     କମିଶନରେଟ ପୋଲିସ୍ ପକ୍ଷରୁ କ୍ରିକେଟ୍ କାର୍‌କେଡ୍‌  

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image