ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୬, ୨୦୨୩ )

ଭୁବନେଶ୍ୱର ୟୁନିଟ୍ -୧ ହାଟରୁ ଲୋକମାନେ ବୋଇତ ବନ୍ଦାଣ ଉପଲକ୍ଷେ ଛୋଟ ଡଙ୍ଗା କିଣୁଛନ୍ତି

 

 

ଭୁବନେଶ୍ୱର ପିଏମଜିରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଫେଡେରେଶନ ତରଫରୁ ରାଜ୍ୟ ସ୍ତରୀୟ ଧାରଣା

 

 

ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଦକ୍ଷିଣ କୋରିଆ ଲୋକକଳା ଚିତ୍ର ପ୍ରଦର୍ଶନୀ ଓ ଦକ୍ଷିଣ କୋରିଆର ମୁଖା ନୃତ୍ୟ