ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୬, ୨୦୨୩ )

ନରାଜ ଆନିକଟ ଠାରେ ପ୍ରବାହିତ ବନ୍ୟା ଜଳରେ ଧୀବରମାନେ ମାଛ ଧରୁଛନ୍ତି

 

 

ଛତ୍ରପୁର ନିକଟ ଟାଟା ମୋଟର୍ସ ସମ୍ମୁଖ ଜାତୀୟ ରାଜପଥରେ ଏକାଧିକ ଗାଡି ଦୁର୍ଘଟଣା

 

 

ବାଲିଯାତ୍ରା ତଳ ପଡିଆରେ ସିଏମସି ପକ୍ଷରୁ ନିର୍ମିତ କଟକ ଇନ କଟକ ଉଦ୍ୟାନ ଅବହେଳିତ

 

 

ସୁନିଆ ଅବସରରେ ଶ୍ରୀ ନହରରେ ଗଜପତିଙ୍କ ଅଭିଷେକ ସମ୍ପନ୍ନ କରାଯାଉଛି

 

 

ସିଡିଏ ପକ୍ଷରୁ ପେଟନାଳ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି