
ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନଠାରେ ରାଜ୍ୟସ୍ତରୀୟ ପାଇକ ସମାବେଶ ଏବଂ ରାଲି
ଖରା ବଢିବା ସାଙ୍ଗକୁ ବଢୁଛି ତାଳସଜର ଚାହିଦା: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ରାସ୍ତା ପାର୍ଶ୍ୱରେ ତାଳସଜ ବିକ୍ରି
ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ବୃକ୍ଷକୁ ରକ୍ଷା କରିବାକୁ ପୋଷ୍ଟର ଲଗାଯାଇଛି
କଟକ ସିଡିଏ ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପରୀକ୍ଷା କେନ୍ଦ୍ରରେ ସିବିଏସଇ ୧୦ମ ପରୀକ୍ଷା ଦେବାକୁ ପ୍ରବେଶ କରୁଛନ୍ତି ଛାତ୍ରୀ ଛାତ୍ର
କଟକ ବିଡାନାସୀ ଥାନାର ନୂତନ ଗୃହକୁ ଡିଜିପି ସୁନୀଲ ବଂଶଲ ଉଦଘାଟନ କରୁଛନ୍ତି