ଓଡ଼ିଶା: ଆଜିର ଫଟୋ (୨୭ ଜୁନ, ୨୦୨୪)

କଟକ ଦୋଳମୁଣ୍ଡାଇ ଚନ୍ଦନ ପଡିଆସ୍ଥିତ ରଥଖଳାରେ ଦୋଳମୁଣ୍ଡାଇ ରଥ କାର୍ଯ୍ୟ ଚାଲିଛି

 

 

କଟକ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିବା ଅତିଥି