ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୭, ୨୦୨୧)

ହୋଲି ପାଇଁ ଭୁବନେଶ୍ୱର ବିଗ ବଜାର ଛକରେ ବିକ୍ରି ହେଉଛି ରଙ୍ଗ

ମହାତ୍ମା ଗାନ୍ଧୀଙ୍କ ଶ୍ରୀକ୍ଷେତ୍ର ଆଗମନର ଶତବାର୍ଷିକି ଅବସରରେ ପୁରୀ ରେଳଷ୍ଟେସନରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ପଦଯାତ୍ରା

 

ଓଡିଶା ମହିଳା ଫୁଟବଲ ଲିଗ ଫାଇନାଲ: ରାଇଜିଙ୍ଗ କ୍ଳବ ଟୁର୍ନାମେଣ୍ଟ ବିଜୟୀ