ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୭, ୨୦୨୩ )

କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ କୁଆଖାଇ ନଦୀରେ ଲୋକମାନେ ଡଙ୍ଗା ଭସାଉଛନ୍ତି

 

 

କଟକ ମହାନଗର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଗଡଗଡିଆ ଘାଟ ମହାନଦୀ ତଟ ଠାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ

 

 

ପୁରୀରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱରି ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼

 

 

ପୁରୀର ବିଭିନ୍ନ ପୁଷ୍କରିଣୀରେ ଡଙ୍ଗା ଭଷା ପାଇଁ ଭିଡ

 

 

 

କାର୍ତ୍ତିକ ପୂର୍ଣ୍ଣିମା ଓ ଶେଷ ସୋମବାରରେ ଶୈବ ପୀଠ ଗୁଡିକରେ ଭକ୍ତଙ୍କ ସମାବେଶ (ବ୍ରହ୍ମପୁର)

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜାତୀୟ ନାଟକ ମହୋତ୍ସବରେ ପରିବେଷିତ ନାଟକ ମାଣିକ ଯୋଡି

 

 

କଟକ ବାଲି ଯାତ୍ରା ଆରମ୍ଭ