ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୮, ୨୦୨୩ )

କଟକ ବାଲିଯାତ୍ରାର ୨ୟ ଦିବସ

 

 

ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ସୁଧା ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ରାସ ମହୋତ୍ସବରେ କଳାକାର ମାନେ  ନୃତ୍ୟ ପରିବେଷଣ କରୁଛନ୍ତି

 

 

ଭୁବନେଶ୍ୱର ପିଏମଜିରେ ଅଖିଳ ଭାରତ କିସାନ୍ ମଜଦୂର ସଭା ପକ୍ଷରୁ କୃଷକ ମାରଣନୀତି ବିରୋଧରେ ଧାରଣା

 

 

ରତ୍ନଭଣ୍ଡାର ଲେଜର୍ ସ୍କାନିଂ ପାଇଁ ଏଏସଆଇ ଟିମ୍ ଶ୍ରୀମନ୍ଦିରକୁ ଯାଉଛନ୍ତି