ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୨୮, ୨୦୨୧ )

କଟକ ବାଲିଯାତ୍ରା ତଳପଡ଼ିଆ ବାଲୁକା ଶଯ୍ୟାରେ ପିଲାମାନେ କ୍ରିକେଟ ଖେଳରେ ମଗ୍ନ

 

ପର୍ଯ୍ୟଟନ ବିଭାଗ ପକ୍ଷରୁ କଟକ ବାରବାଟୀ ଗଡ଼ଖାଇର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି

 

କଟକ ଶାରଳାଭବନରେ ସ୍ୱୟଂସହାୟକ ମହିଳା ଗୋଷ୍ଠୀ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ

 

ଅଗ୍ନିଶମ ବିଭାଗ ପକ୍ଷରୁ କଟକ ବାରବାଟୀ ଗଡ଼ଖାଇଠାରେ ନୂତନ ମଟରପମ୍ପଗୁଡିକୁ ଯାଞ୍ଚ କରାଯାଉଛି