ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୮, ୨୦୨୧)

ଭୁବନେଶ୍ୱରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ପ୍ରସ୍ତୁତିରେ ବ୍ୟସ୍ତ ଶିଳ୍ପୀ

 

ଷୋଳ ପୁଅ ମା’ ଘଟ ବିସର୍ଜନ ଅବସରରେ କଟକ ଦିୱାନ ବଜାର ତେଲୁଗୁ ସାହିରେ ମହିଳାଙ୍କ କଳସ ଶୋଭାଯାତ୍ରା

 

 

କଟକ ଚାନ୍ଦିନୀ ଚୌକ ପୂଜାମଣ୍ଡପରେ ଚାଲିଛି ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ