ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୯, ୨୦୨୩ )

ଭୁବନେଶ୍ୱରରେ ରୁକୁଣା ରଥ ଯାତ୍ରା ଉପଲକ୍ଷେ ଶ୍ରୀଲିଙ୍ଗରାଜଙ୍କ ପହଣ୍ଡି

 

 

ଭୁବନେଶ୍ୱର ଏଚଇଟିସି ଲକ୍ଷ୍ମୀ ସାଗରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଦ୍ୱାରା, ରାଜ୍ୟସ୍ତରୀୟ ପୋଷଣ ପକ୍ଷ ପାଳନ ଉତ୍ସବ ୨୦୨୩

 

 

କଟକ ଚାନ୍ଦିନୀ ଚୌକ ପୂଜା ମଣ୍ଡପରେ ବାସନ୍ତୀ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜାରେ ସମବେତ ଶ୍ରଦ୍ଧାଳୁ

 

 

ଭୁବନେଶ୍ୱର ସଂଗ୍ରହାଳୟ ଛକ ନିକଟରେ ନିଖିଳ ଓଡିଶା ପାଇକ ମହାସଂଘ ପକ୍ଷରୁ, ପାଇକ ଦିବସ ପାଳନ

 

 

କଟକ ବାଲିଯାତ୍ରା ଉପର ପଡିଆରେ ୧୮ତମ ଅନ୍ତର୍ଜାତିକ କଟକ ବୈଶାଖୀ ବାଣିଜ୍ୟ ମେଳା ଉଦଘାଟିତ