ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୯, ୨୦୨୩ )

କାର୍ତ୍ତିକ ମାସ ଶେଷ ପରେ କଟକ ସଇଦ ସେମିନାରୀ ଛକ ସ୍ଥିତ ଆମିଷ ବଜ଼ାର ଭିଡ

 

 

କଟକ ବାଲିଯାତ୍ରା

 

 

ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଦକ୍ଷିଣ କୋରିଆ ଲୋକକଳା ପ୍ରଦର୍ଶନୀକୁ ଛାତ୍ରୀଛାତ୍ରମାନେ ବୁଲି ଦେଖୁଛନ୍ତି

 

 

ଗଣ କବି ବୈଷ୍ଣବ ପାଣି ସାଂସ୍କୃତିକ ମଞ୍ଚରେ କଳା ପରିଷଦ ଢେଙ୍କାନାଳ ପକ୍ଷରୁ ମଞ୍ଚସ୍ଥ ଗୀତିନାଟ୍ୟ ଆମର ତରଙ୍ଗ