ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୯, ୨୦୨୧)

ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ଭୁବନେଶ୍ୱରରେ ସାଇକ୍ଳଥନ

 

ରାଜଧାନୀରେ ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ୱାକାଥନ

 

ମା’ କଟକ ଚଣ୍ଡୀଙ୍କ ସୁନା ବେଶ

 

କଟକରେ ମା’ ଗଡ଼ଚଣ୍ଡୀଙ୍କ ସ୍ବ ବେଶ

 


କଟକ ମା’ ଝାଞ୍ଜିରୀମଙ୍ଗଳାଙ୍କ ରାଜ ରାଜେଶ୍ୱରୀ ବେଶ

 

ମା’ ବାସନ୍ତୀ ଦୂର୍ଗାଙ୍କ ସ୍ବ ବେଶ

 

କଟକରେ ମା’ ଧାକୁଲେଇଙ୍କ ରାଜ ରାଜେଶ୍ୱରୀ ବେଶ

 

କଟକ ଛତ୍ରବଜାର ପରିବା ମାର୍କେଟରେ ଭିଡ