ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୯, ୨୦୨୩ )

ଭୁବନେଶ୍ୱର ୟୁନିଟ -୧ ମାର୍କେଟ ବନ୍ଦ

 

 

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ନିରାମିଷ ସଚେତନତା ମାସକୁ ଦୃଷ୍ଟିରେ ରଖି PETA ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

 

 

ପୁରୀ ପେଣ୍ଠକଟା ଅଞ୍ଚଳର ନିରାଶ୍ରୟ ମତ୍ସ୍ୟଜୀବୀ ମହିଳାଙ୍କୁ ମତ୍ସ୍ୟ ସଂରକ୍ଷଣ ପାଇଁ ଆଇସ୍ ବାକ୍ସ ପ୍ରଦାନ

 

 

କଟକ ଚୌଧୁରୀ ବଜ଼ାର ସ୍ଥିତ ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଜାତୀୟ ଥିଏଟର ମହୋତ୍ସବର ଶେଷ ଦିନ