ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨, ୨୦୨୧)

ଦୀପାବଳି ଲାଗି କଟକ ଚୌଧୁରୀ ବଜାରରେ ପୂଜା ସାମଗ୍ରୀ କିଣିବା ପାଇଁ ଭିଡ଼

 

ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧବାର୍ଷିକୀରେ କଟକ ଖାନନଗରସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ୨୭ତମ ଓଡିଶା ରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତା ଉଦଯାପନ ଅବସରରେ ଅତିଥିଙ୍କ ଗହଣରେ କୃତି ପ୍ରତିଯୋଗୀ