ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୩୦, ୨୦୨୧)

ଭୁବନେଶ୍ୱର ବିନ୍ଦୁସାଗର ପୋଖରୀରେ ପାଇପ ଉପରେ ପକ୍ଷୀମାନେ ବିଶ୍ରାମ ନେଉଛନ୍ତି

 

ଭୁବନେଶ୍ୱର ରାଜମହଲ ଛକରେ ଜଣେ ବ୍ୟକ୍ତି ଏକ ଦୋଳିକୁ ରଙ୍ଗ କରୁଛନ୍ତି

 

କଟକ ଜୋବ୍ରା ଆନିକଟ ଛକରେ ଜଣେ ବ୍ୟବସାୟି ଲିଚୁ କୋଳି ସଜାଇ ରଖୁଛନ୍ତି

 

ଗ୍ରାହକ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜଣେ ଦୋକାନ ମାଲିକ ତାଙ୍କ ଦୋକାନ ସାମ୍ନାରେ ବୃତ୍ତ ଚିତ୍ର କରୁଛନ୍ତି

 

ଭୁବନେଶ୍ୱର ରାଜମହଲ ରୋଡରେ ଜଣେ ବ୍ୟକ୍ତି ମୋଟରସାଇକେଲ ପଛରେ ସାଇକେଲ ଲଦି ଯାଉଛନ୍ତି