ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୩୦, ୨୦୨୩ )

କଟକ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ

 

 

କଟକ ସିଏମସି କାର୍ଯ୍ୟାଳୟ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ସନ୍ତରଣ ପୁଷ୍କରିଣୀଟି ଅବହେଳିତ

 

 

ଭୁବନେଶ୍ୱରରେ ଦୃଷ୍ଟିହୀନ ସଙ୍ଗଠନ ଦ୍ୱାରା ରାଖୀ ପୂର୍ଣ୍ଣିମା ପର୍ବ ପାଳନ

 

 

ଭୁବନେଶ୍ୱର ଆଇଜି ପାର୍କରେ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ପ୍ରେରଣା ପକ୍ଷରୁ ଗଛରେ ରାଖୀ ବାନ୍ଧୁଛନ୍ତି