ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୩୦, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆରପି ଇଭେଣ୍ଟ ଓ ସିନେ ପ୍ରଡକ୍ସନ ଓ ନୃତ୍ୟ ପ୍ରତିଭା ପକ୍ଷରୁ ଓଡ଼ିଆ ସିନେ ସଂଳାପ ଲେଖକ ଡ଼ ରଜନୀ ରଞ୍ଜନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଓ ପରିବେଷିତ ଓଡ଼ିଶୀ ନୃତ୍ୟ

 

 

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀଙ୍କ ନାମରେ ଫଟୋ ଗ୍ୟ।ଲେରୀ ଉଦଘାଟନ