ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୩୦, ୨୦୨୩ )

ପୁରି ନରେନ୍ଦ୍ର ପୁଷ୍କରିଣୀ ପରିସରରେ ପିତୃପକ୍ଷଙ୍କୁ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ

 

 

ଧରିତ୍ରୀର ୫୦ ବର୍ଷ ପାଳନ ଉପଲକ୍ଷେ ଜଗତସିଂହପୁର ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢି ଶୀଷର୍କକୁ ନେଇ ଆଲୋଚନା ଚକ୍ର

 

 

ଭୁବନେଶ୍ୱର ଲୋୟର ପିଏମଜିରେ ବିଭିନ୍ନ ଦାବିକୁ ନେଇ ଗାଁ ସାଥି ସଦସ୍ୟମାନଙ୍କ ବିରୋଧ ପ୍ରଦର୍ଶନ

 

 

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ଧାରଣା ଓ ଦୀପ ଦାନ କରାଯାଉଛି

 

 

ଭୁବନେଶ୍ୱର ୟୁନିଟ -୧ ମାର୍କେଟ ବନ୍ଦ