ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୩, ୨୦୨୧)

ଭୁବନେଶ୍ୱର ବରମୁଣ୍ଡାସ୍ଥିତ ପୋଖରୀରେ ପିଲାମାନେ ଗାଧୋଉଛନ୍ତି

 

ଉତ୍କଳ ୟୁନିଭର୍ସିଟିର ୫୦ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି

 

କଟକ ରିଂ ବନ୍ଧ ରାସ୍ତା ପାର୍ଶ୍ବରେ ବିକ୍ରି ହେଉଛି ଆମ୍ବ

 

କଟକରେ ଏକ ଶୁଖିଲା ଡାଳରେ ବସିଛି କଙ୍କି

 

କଟକରେ ମହାନଦୀ ଜଳସ୍ତର ଖସିବାରେ ଲାଗିଛି

 

ଭୁବନେଶ୍ୱର ୟୁନିଟ-୪ରେ କୋଭିଡ ଟୀକା ନେବାକୁ ଅପେକ୍ଷା କରିଛନ୍ତି ଲୋକେ

 

ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଶତାବ୍ଦୀର କଳାକାର ପରିବେଷଣ କରୁଛନ୍ତି ନାଟକ ‘ଜିଦଖୋର ଝିଅ’