ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୩, ୨୦୨୩ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୁତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡ଼େମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ନାଟ୍ୟଧାରାର ନାଟକ ‘ମିଥ୍ୟାବାଦୀ ଜିନ୍ଦାବାଦ’

 

 

 

ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅନୁଷ୍ଠିତ ଗୁରୁ ହରିହର ଖୁଣ୍ଟିଆଙ୍କ ସ୍ମୃତି ସଭାରେ ନବପ୍ରତିଭାର କଳାକାର ମାନଙ୍କ ଦ୍ୱାରା କୈବର୍ତ୍ତ ପ୍ରସଙ୍ଗ ନୃତ୍ୟ ଶ୍ରଦ୍ଧାଞ୍ଜଳି