ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩, ୨୦୨୧)

କଟକ ଡଗରପଡ଼ା ଅଞ୍ଚଳରେ ଭୋର ୫:୩୦ମିନିଟ ସମୟରେ ଘନ କୁହୁଡି

କଟକ ନୂଆପଡାରେ ଘଞ୍ଚ ଦଳ ମଧ୍ୟରେ ବସିଛନ୍ତି ପକ୍ଷୀ

କଟକ ତଳଦଣ୍ଡା କେନାଲ ରାସ୍ତା ସଂପ୍ରସାରଣ ପାଇଁ ସିଏମସି ପକ୍ଷରୁ ମନ୍ଦିର ଉଛେଦ

 

ଓଡିଶା ମହିଳା ପୁଟବଲ ଲିଗର ଆକର୍ଷଣୀୟ ମ୍ୟାଚ

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପୁର୍ବାରଙ୍ଗ କଳାକାରଙ୍କ ଦ୍ୱାରା କମଳା ଦେବୀ ନାଟକ ପରିବେଷିତ